Posts

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ, ଶେରଗଡ଼ ପୋଲିସ ୫ଜଣଙ୍କୁ ଗିରଫ କରିଥିବା ସୂଚନା !

ଷ୍ଟେଟ ଅଫ ହର୍ମୁଜ ରେ ଥାଇ ଜାହାଜ ଉପରେ ଇରାନ ର ଆକ୍ରମଣ !

ଭିଜିଲାନ୍ସ ଜାଲ ରେ କଣ୍ଟାପଡା ତହସିଲଦାର !

ରାୟଗଡା ଜିଲ୍ଲା କାଶୀପୁର ପୋଲିସ ଦ୍ୱାରା ବିପୁଳ ପରିମାଣ ଗଞ୍ଜେଇ ସହିତ ଅଭିଯୁକ୍ତ ଗିରଫ। ରିପୋର୍ଟ :- ପିଙ୍କୁନ ଜେନା ଜନତା ଜାଗରଣ #Odisha

ଚରମ ଅବହେଳା ର ଶିକାର ଅଂଶୁପା ଏବଂ ଯମୁନାବନ୍ଧ ! ଉଜୁଡି ଯାଉଛି ପର୍ଯ୍ୟଟନସ୍ଥଳୀ । #ଅଂଶୁପା #ଯମୁନାବନ୍ଧ

ଗୋଟିଏ ପଟେ ବିଶ୍ୱ ପ୍ରସିଦ୍ଧ ଦୋଳ ଯାତ୍ରା ଏବଂ ଅନ୍ୟ ପଟେ ବିପଦ ପୂର୍ଣ୍ଣ ନୈକା ଯାତ୍ରା ! ସବୁ ଖୁସି ରେ ଭାଗ ବସାଉଛି ସେଇ ଗୋଟିଏ ଦୁଃଖ ! #Chilika

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ରେ ପାନୀୟ ଜଳ ସମସ୍ୟା ଗୁରୁତର ରୂପ ଧାରଣ କରିଛି । ଗୋଟିଏ ପରେ ଗୋଟିଏ ଗ୍ରାମ ର ସମସ୍ୟା ଏବେ ସାମ୍ନା କୁ ଆସୁଛି । #Ganjam #Dharakote

ଚିଲିକା ମାଲୁଦ ପଞ୍ଚୁଦୋଳ ମେଳଣର ଅପୂର୍ବ ଦୃଶ୍ୟ... #dolamelan #Chilika #puri #Odisha

ମାଙ୍କଡ଼ ପାଇଁ ରାସ୍ତା ରୋକ ।

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ରେ ପାନୀୟ ଜଳ ସମସ୍ୟା ଚରମ ସୀମା ରେ !

ପୁରୀ ରେ ବ୍ରାଉନ ସୁଗାର ବେପାରୀ ଗିରଫ ।

ଗଞ୍ଜାମ ଜିଲ୍ଲା ରେ ଗୋଟିଏ ପରେ ଗୋଟିଏ ଗାଁ ର ଜଳ ସମସ୍ୟା ଏବଂ ପ୍ରଶାସନ ର ଅପାରଗତା ଏବେ ସାମ୍ନା କୁ ଆସିବା ରେ ଲାଗିଛି । #ଗଞ୍ଜାମ #Drinkingwater

ରାସ୍ତା ରେ ତଣ୍ଡ ଗଣୁଥିବା ଜନତା ଙ୍କୁ ପେଟ୍ରୋଲ ପମ୍ପ ରେ ଠିକ ପରିମାଣ ର ପେଟ୍ରୋଲ ଏବଂ ସୁରକ୍ଷିତ ଏଲପିଜି କେବେ ମିଳିବ ? #Petrol #LPG