ପୁରୀ ରେ ବ୍ରାଉନ ସୁଗାର ବେପାରୀ ଗିରଫ ।

 

ବ୍ରାଉନ_ସୁଗାର_ବେପାରୀ_ଶିବୁ_ରେଡ୍ଡୀ_ଗିରଫ

ଅଭିଯୁକ୍ତ ଶିବୁ ଠାରୁ ପୋଲିସ ଲକ୍ଷେ ରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି, ପୁରୀ ଟାଉନ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ତା ନିକଟରୁ ୧୧.୨୮ ଗ୍ରାମ ବ୍ରାଉନ ସୁଗାର ଏବଂ ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି ।


ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ


#puri #Braunsugar

Comments