ମାଙ୍କଡ଼ ପାଇଁ ରାସ୍ତା ରୋକ ।

 

#ମାଙ୍କଡ଼_ପାଇଁ_ରାସ୍ତାରୋକ

ବ୍ରହ୍ମପୁର: ମାଙ୍କଡ଼ ଆତଙ୍କ, ରାସ୍ତାକୁ ଓହ୍ଲାଇଲେ ଲୋକେ

ଗଞ୍ଜାମ ଥାନା ବିରିପୁରରେ ୨୦ରୁ ଅଧିକ ଲୋକଙ୍କୁ କାମୁଡିଲା ମାଙ୍କଡ଼

ବନ ବିଭାଗର ନିଷ୍କ୍ରିୟତା ଅଭିଯୋଗ, ଟାୟାର ଜାଳି ରାସ୍ତାରୋକ


ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ


#ଗଞ୍ଜାମ

Comments