ଚିଲିକା ମାଲୁଦ ପଞ୍ଚୁଦୋଳ ମେଳଣର ଅପୂର୍ବ ଦୃଶ୍ୟ... #dolamelan #Chilika #puri #Odisha




ବିଶ୍ୱ ପ୍ରସିଦ୍ଧ ଚିଲିକା ମାଲୁଦ ର ଦୋଳ ମେଳଣ 🙏 ଏଠି ନିରୀହ ନିଷ୍ପାପ ଭକ୍ତ ଙ୍କ କାନ୍ଧ ରେ ଭଗବାନ ଆସି ବୁଲି ଭଲ ମନ୍ଦ ବୁଝିଥାନ୍ତି 🙏 ଏକାଠି ହୋଇ ମେଳଣ କରନ୍ତି ଏବଂ ଭକ୍ତ ଙ୍କୁ ଆଶୀର୍ବାଦ ଦିଅନ୍ତୁ ।


ରିପୋର୍ଟ :- ଲିଲନ କୁମାର ଜେନା 

ଜନତା ଜାଗରଣ 


#Chilika #Dola
 

Comments