ଭିଜିଲାନ୍ସ ଜାଲ ରେ କଣ୍ଟାପଡା ତହସିଲଦାର !



 -ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟ

-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

-କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ରେଡ୍

-କଟକ, ଭୁବନେଶ୍ବର, ପୁରୀ ଓ କେନ୍ଦ୍ରାପଡ଼ାରେ ରେଡ୍

-ମୋଟ ୭ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ

-୨ ଅତିରିକ୍ତ ଏସପି, ୮ DSP ଓ ୧୧ ଇନ୍ସପେକ୍ଟରଙ୍କ ରେଡ୍

​-ଭୁବନେଶ୍ବର ସହିଦନଗରରୁ ୨ଟି ତିନି ମହଲା କୋଠା ଠାବ !


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Vigilance #Raid

Comments