Posts

ଓଡିଶା ରେ କାହାର ଲୋକପ୍ରିୟତା ଅଧିକ ? #Janamata #Odisha #Jantajagaran

ନରସିଂହପୁର ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ସବୁ ଜଙ୍ଗଲ ରେ ମିଳୁଛି ହାତୀ ଙ୍କ ମୃତ ଦେହ !

କଟକ ଏସସିବି ଟ୍ରମା ଆଇସିୟୁ ଅଗ୍ନିକାଣ୍ଡ ଘଟଣା ରେ ମେଡିକାଲ ଅଧିକ୍ଷକ ଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ କେନ୍ଦ୍ରାଞ୍ଚଳ ଆର୍ ଡି ସି ଙ୍କୁ ଭଏସ ଅଫ କଟକ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ରିପୋର୍ଟ :- ଗଣେଶ ପାଣିଗ୍ରାହୀ ଜନତା ଜାଗରଣ #cuttack #Scb #VoiceofCuttack

ଗଞ୍ଜାମ ଜିଲ୍ଲା ଧରାକୋଟ ମୁଣ୍ଡମରାଇରେ ରାଷ୍ଟ୍ରୀୟ ନବବର୍ଷ ପାଳନ l

ପଖାଳ ପରବ ର ଆୟୋଜନ ଦେଖି ଖୁସି ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ! #Pakhal #Parab

ଭୁବନେଶ୍ୱର ରେ LPG ପାଇଁ ଉଦୁ ଉଦିଆ ଖରା ରେ ଲମ୍ବା ଲାଇନ ରେ ଗ୍ରାହକ ! #BBSR #LPG

ଭୁବନେଶ୍ୱର ସିଆରପି ଛକ ରେ ଓଭର ବ୍ରିଜ ତଳେ ଲଗାଯାଇଥିବା ଗଛ ଗୁଡିକ ମରି ଶୁଖିଗଲାଣି ! #BBSR #CRP

ରାଜ୍ୟ ରେ ଅସୁରକ୍ଷିତ ସ୍କୁଲ ଏବଂ କଲେଜ ଛାତ୍ରୀ ! #Dhenkanal #Kamakhyanagar

କେଉଁ କାରଣ ପାଇଁ ନିଶା ଦ୍ରବ୍ୟ କାରବାର ବନ୍ଦ କରିବା ରେ ତିଗିରିଆ ର ସ୍ଥାନୀୟ ପ୍ରଶାସନ ଅସମର୍ଥ ! #Tigiria #Cuttack

ଭୁବନେଶ୍ୱର ରେ ରାସ୍ତା ଉପରେ ହଜାର ହଜାର ସଂଖ୍ୟା ରେ ଗୋରୁ ଗାଈ ! #Bhubaneswar #Sundarpada

ବ୍ରହ୍ମଗିରି ଯଦୁପୁର ରେ ଘଟିଥିବା ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅରଖକୁଦା ମେରାଇନ ଥାନା ପୋଲିସ । #Brahmagiri #Jadupur

ଚିଲିକା ଆସିଲେ ମିର୍ଜାପୁର ଆସନ୍ତୁ !

ମାଛ ଧରିବା କୁ ଯାଇଥିବା ବୃଦ୍ଧ ଙ୍କ ମୃତ ଦେହ ନଦୀ ରୁ ଉଦ୍ଧାର !