Posts

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି !

ଗଞ୍ଜାମ ଜିଲ୍ଲା ରେ ଗଞ୍ଜେଇ ଚୋରା ଚାଲାଣ ଧରାପଡ଼ିଲା !

ଇରାନ ର ଆତ୍ମଘାତୀ ଆକ୍ରମଣ ରେ ଭାରତୀୟ ମୃତ !

ଭୁବନେଶ୍ୱର ରେ LPG ସଙ୍କଟ !

ତିଗିରିଆ ର ଗୋହିରିମୁଣ୍ଡ ଛକ ରେ ଥିବା OSRTC ବସ ଷ୍ଟାଣ୍ଡ ପାଇଁ ଉଦ୍ଦିଷ୍ଟ ଜାଗା ଗଲା କୁଆଡେ ? ସ୍ଥାନୀୟ ପ୍ରଶାସନ ଚୁପ କାହିଁକି ? #Tigiria #OSRTCBusstand

ଖଣି ଅଧିକାରୀ ଙ୍କୁ ମରଣାନ୍ତକ ଆକ୍ରମଣ ! କଣ ଏବେ ପିପିଲି ରେ ସ୍ଥାନୀୟ ପ୍ରଶାସନ ଲଗାଇ ପାରିବ ବାଲି ମାଫିଆ ଙ୍କ ଉପରେ ରୋକ ? #Pipili

ମଧ୍ୟପ୍ରାଚ୍ୟ ର ଯୁଧ୍ୟ କୁ ନେଇ ଆରମ୍ଭ ହୋଇଛି ଓଡିଶା ରେ ଏଲପିଜି କଳାବଜାରୀ ! ଖୋଦ ଭୁବନେଶ୍ୱର ରେ ଗ୍ୟାସ ଟାଙ୍କି ର ଦର ଦାମ ବୃଦ୍ଧି ଘଟିଥିବା ଶୁଣିବାକୁ ମିଳୁଛି ! #LPGprice #MiddleEastWar

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅଧ୍ୟକ୍ଷଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ, ଶେରଗଡ଼ ପୋଲିସ ୫ଜଣଙ୍କୁ ଗିରଫ କରିଥିବା ସୂଚନା !

ଷ୍ଟେଟ ଅଫ ହର୍ମୁଜ ରେ ଥାଇ ଜାହାଜ ଉପରେ ଇରାନ ର ଆକ୍ରମଣ !

ଭିଜିଲାନ୍ସ ଜାଲ ରେ କଣ୍ଟାପଡା ତହସିଲଦାର !

ରାୟଗଡା ଜିଲ୍ଲା କାଶୀପୁର ପୋଲିସ ଦ୍ୱାରା ବିପୁଳ ପରିମାଣ ଗଞ୍ଜେଇ ସହିତ ଅଭିଯୁକ୍ତ ଗିରଫ। ରିପୋର୍ଟ :- ପିଙ୍କୁନ ଜେନା ଜନତା ଜାଗରଣ #Odisha

ଚରମ ଅବହେଳା ର ଶିକାର ଅଂଶୁପା ଏବଂ ଯମୁନାବନ୍ଧ ! ଉଜୁଡି ଯାଉଛି ପର୍ଯ୍ୟଟନସ୍ଥଳୀ । #ଅଂଶୁପା #ଯମୁନାବନ୍ଧ

ଗୋଟିଏ ପଟେ ବିଶ୍ୱ ପ୍ରସିଦ୍ଧ ଦୋଳ ଯାତ୍ରା ଏବଂ ଅନ୍ୟ ପଟେ ବିପଦ ପୂର୍ଣ୍ଣ ନୈକା ଯାତ୍ରା ! ସବୁ ଖୁସି ରେ ଭାଗ ବସାଉଛି ସେଇ ଗୋଟିଏ ଦୁଃଖ ! #Chilika