Posts

ବ୍ରହ୍ମଗିରି ପୋଲିସ ର ବର୍ବରତା ! ଗାଁ ମଝିରେ ଯୁବକ ଙ୍କୁ ମରଣାନ୍ତକ ମାଡ଼ !

ରାଜ୍ୟ ରେ ଅସୁରକ୍ଷିତ ସ୍କୁଲ ଏବଂ କଲେଜ ଛାତ୍ରୀ ! ପୁଣି ଗୋପ ଅଞ୍ଚଳ ରେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀ ଙ୍କୁ ହତ୍ୟା ଉଦ୍ୟମ ! ବ୍ଲେଡ ରେ ତଣ୍ଟି କାଟି ହୋଇଥିଲା ହତ୍ୟା ଉଦ୍ୟମ ! #Puri #Gop

ଓଡିଶା ର ଦ୍ଵିତୀୟ ନଗଡା ! ଜଳ ଯୋଗାଣ ଠାରୁ ଆରମ୍ଭ କରି ବିଦ୍ୟୁତ ଯୋଗାଣ ସବୁ ବିପର୍ଯ୍ୟସ୍ତ ! #ଗଞ୍ଜାମ #Dharakote #Baradabili

ବେଆଇନ ମଦ ଭାଟି କୁ ବନ୍ଦ କରିବା ପାଇଁ କୃଷ୍ଣପ୍ରସାଦ ରେ ତହସିଲଦାର ଙ୍କୁ ଘେରିଲେ ମହିଳା !

06032026 News

ସାତପଡା ରେ ଭାସୁଛି ମୃତ ଇରାୱାଡି ଡ଼ଲଫିନ!

ଖୋର୍ଦ୍ଧା ନିରାକାରପୁର ଅଞ୍ଚଳ ରେ ଶହ ଶହ କୁନି ବାଛୁରୀ ଙ୍କ ହତ୍ୟା !

ଖୋର୍ଦ୍ଧା ରେ ମଟନ ନାଁ ରେ ବିକ୍ରି ହେଉଛି ଗୋ ମାଂସ !

ମଣିମା ⭕‼️⭕ ଅନନ୍ତ କୋଟି ବ୍ରହ୍ମାଣ୍ତ ର ଠାକୁର ମଣିମା.. ଅନାଥ ଙ୍କ ଭର୍ତ୍ତୃହରି.. ମୋ ନାଥ ଜଗନ୍ନାଥ ମଣିମା 🙏😭😭😭......ପ୍ରସନ୍ନମଣି ଙ୍କ ର ଜୟ ହେଉ #lordjagannath #lordjagannath

ଲୋପ ପାଉଛି ଜଙ୍ଗଲ ! ହେଉଛି ବନ୍ୟ ପ୍ରାଣୀ ହତ୍ୟା ! ବନ ବିଭାଗ କରୁଛି କଣ ? #Deforestation #Odisha

In Holi Krushnaprasad, Brahmapur and Mahisa Village cut off from outworld due to Holiday of Vessels .

How the Vehicles are passing the Tollgates without Check ?

Govt Land Of Tigiria Jamunabandha Dam Recorded to Private Land