ଖୋର୍ଦ୍ଧା ନିରାକାରପୁର ଅଞ୍ଚଳ ରେ ଶହ ଶହ କୁନି ବାଛୁରୀ ଙ୍କ ହତ୍ୟା !




 ଶହ ଶହ କୁନି ବାଛୁରୀ ଙ୍କୁ ହତ୍ୟା !

ଖୋର୍ଦ୍ଧା ନିରାକାରପୁର ଅଞ୍ଚଳ ରେ ଖଜୁରିଆ ନିକଟବର୍ତ୍ତୀ ଅଞ୍ଚଳ ରେ ହୋଲି ପୂର୍ବଦିନ ଶହ ଶହ ବାଛୁରୀ ଙ୍କୁ ହତ୍ୟା କରାଯାଇଥିବା ବେଳେ ବଳକା ମର ଶରୀର କୁ ଜଙ୍ଗଲ ମଧ୍ୟ ରେ ଅଥବା ହିନ୍ଦୁ ଗ୍ରାମ ନିକଟ ରେ ଫୋପାଡ଼ି ଦେବା ରୁ କୁକୁର ମାନେ ବାଛୁରୀ ଙ୍କ କଟା ମୁଣ୍ଡ ଏବଂ ବଳକା ମୃତ ଶରୀର କୁ ଭିଡି ଆଣି ଲୋକ ଙ୍କ ଘର ଦ୍ୱାର ମୁହଁ ରେ ପକାଉଥିବା ର ଦୃଶ୍ୟ ! ତେବେ ପ୍ରଶ୍ନ ଉଠୁଛି କାହିଁକି ଚୁପ ବସିଛି ପ୍ରଶାସନ ?


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#Khordha #Cowsmuggling

Comments