ଚିଲିକା ସାତପଡା ରେ ଭାସୁଛି ମୃତ ଇରାୱାଡି ଡ଼ଲଫିନ ! ପାଖରେ ଥିବା ଚିଲିକା ଉନ୍ନୟନ କର୍ତୃପକ୍ଷ ସବୁ ଜାଣି ମଧ୍ୟ ଚୁପ ବସିଛନ୍ତି ! ସ୍ଥାନୀୟ ପରିବେଶବିତ ଙ୍କ କହିବା ଅନୁସାରେ ଡ଼ଙ୍ଗା ର ପ୍ରପେଲର ମାଡ଼ ରେ ଅଥବା ଚାଷ କରାଯାଉଥିବା ବେନାମୀ ଚିଙ୍ଗୁଡ଼ି ଚାଷ ରେ ବ୍ୟବହୃତ କୀଟନାଶକ ସଂସ୍ପର୍ଶ ରେ ଆସି ଡ଼ଲଫିନ ଟି ମୃତ୍ୟବରଣ କରି ଥାଇ ପାରେ ! ତେବେ ଚିଲିକା ବକ୍ଷ ରେ ବେନାମୀ ଚିଙ୍ଗୁଡ଼ି ଘେରି ଦିନ କୁ ଦିନ ବଢୁଥିବା ବେଳେ ଅଧିକାଂଶ ସ୍ଥାନ ରେ ମୃତ୍ୟବରଣ କରୁଥିବା ଡ଼ଲଫିନ ମାନ ଙ୍କୁ କାଟି ଲୁଚାଇ ଦିଆଯାଉଥିବା ଅଭିଯୋଗ ମଧ୍ୟ ଆସିଛି ! ତେବେ ଏ ସବୁ ଘଟଣା ରେ ସନ୍ଦେହ ଘେର କୁ ଆସିଛି CDA କର୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ର କାର୍ଯ୍ୟପନ୍ଥା !
ରିପୋର୍ଟ :- ଲିଲନ କୁମାର ଜେନା
ଜନତା ଜାଗରଣ
#ପୁରୀ #ଚିଲିକା

Comments
Post a Comment