Posts

ସାତପଡା ରେ ଭାସୁଛି ମୃତ ଇରାୱାଡି ଡ଼ଲଫିନ!

ଖୋର୍ଦ୍ଧା ନିରାକାରପୁର ଅଞ୍ଚଳ ରେ ଶହ ଶହ କୁନି ବାଛୁରୀ ଙ୍କ ହତ୍ୟା !

ଖୋର୍ଦ୍ଧା ରେ ମଟନ ନାଁ ରେ ବିକ୍ରି ହେଉଛି ଗୋ ମାଂସ !

ମଣିମା ⭕‼️⭕ ଅନନ୍ତ କୋଟି ବ୍ରହ୍ମାଣ୍ତ ର ଠାକୁର ମଣିମା.. ଅନାଥ ଙ୍କ ଭର୍ତ୍ତୃହରି.. ମୋ ନାଥ ଜଗନ୍ନାଥ ମଣିମା 🙏😭😭😭......ପ୍ରସନ୍ନମଣି ଙ୍କ ର ଜୟ ହେଉ #lordjagannath #lordjagannath

ଲୋପ ପାଉଛି ଜଙ୍ଗଲ ! ହେଉଛି ବନ୍ୟ ପ୍ରାଣୀ ହତ୍ୟା ! ବନ ବିଭାଗ କରୁଛି କଣ ? #Deforestation #Odisha

In Holi Krushnaprasad, Brahmapur and Mahisa Village cut off from outworld due to Holiday of Vessels .

How the Vehicles are passing the Tollgates without Check ?

Govt Land Of Tigiria Jamunabandha Dam Recorded to Private Land

LORD Jagannath Played Holi Among The Devotees.

ଗଞ୍ଜାମ ପୋଲସରା ରେ ଜୀବନ୍ତ ଗୁଳି ଏବଂ ଦେଶୀ ବନ୍ଧୁକ ସହିତ ଜଣେ ଗିରଫ ।

କୁଆଡେ ଗଲା ଧରାକୋଟ ବ୍ଲକ ପ୍ରଶାସନ ? ଅଭିଯୋଗ ର ୭୨ ଘଣ୍ଟା ପରେ ମଧ୍ୟ ପ୍ରଶାସନ ତରଫରୁ କାହାରି ଦେଖା ନ ମିଳିବା ଏବଂ ଅଭିଯୋଗ କରିବା ପାଇଁ ଯାଇଥିବା ଗ୍ରାମବାସୀ ଙ୍କୁ ବ୍ଲକ ସ୍ତରୀୟ ଅଧିକାରୀ ଦେଖା ନ ଦେବା ଘଟଣା କେତେ ଦୂର ଠିକ ? #Dharakote #Ganjam #Odisha

ନିଶା କବଳ ରେ ବ୍ରହ୍ମଗିରି ! ଜଳପଥ ଦେଇ ବେଆଇନ ନିଶା ଦ୍ରବ୍ୟ କାରବାର ଅଭିଯୋଗ ! ସବୁ ଜାଣି ଚୁପ ବସିଛନ୍ତି ସ୍ଥାନୀୟ ପ୍ରଶାସନ ! #Brahmagiri #Puri #Narcotics

ଇରାନ ଏବଂ ଇସ୍ରାଏଲ ଓ ଆମେରିକା ମଧ୍ୟ ରେ ଚାଲିଥିବା ଭୟଙ୍କର ଲଢେଇ ପାଇଁ ଷ୍ଟେଟ ଅଫ ହର୍ମୁଜ ବନ୍ଦ ହେବାକୁ ଯାଉଛି ! ଯେଉଁଥି ପାଇଁ ବଢିବାକୁ ଯାଉଛି ତୈଳ ଏବଂ ଗ୍ୟାସ ଦର ! ଜନତା ଜାଗରଣ #Iran #America #ଇସ୍ରାଏଲ