Posts

ଗୋଟିଏ ମାତ୍ର ଜାତି ଓଡ଼ିଆ ଜାତି ଯାହାର ରଜା ସ୍ୱୟଂ ବିଶ୍ୱ ବିହାରୀ ଙ୍କ ଚଳନ୍ତି ପ୍ରତିମା 🙏 ଶ୍ରୀନଅର ସାମ୍ନା ରେ ନନ୍ଦିଘୋଷ ରଥ ପହଂଚିବା ମାତ୍ରେ ମହାରାଜ ଦିବ୍ୟ ସିଂହ ଦେବ ଙ୍କ ଉପସ୍ଥିତି ରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଛି । ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Lordjagannath #Odiaking #2026 #Janatanagaran

ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୁ ବଳଭଦ୍ର ଙ୍କ ର ଦିବ୍ୟ ପହଣ୍ଡି 🙏 ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Puri #BahudaYatra2026 #Janatajagaran.

News Paper 24/07/2026

ସୋନମ ୱାଙ୍ଗଚୁକ କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା ଓ ଡା. ଜିତେନ୍ଦ୍ର ସିଂହଙ୍କ ସହ ସାକ୍ଷାତ କରିବା ପରେ ନିଜର ଅନଶନ ସମାପ୍ତ କରିଛନ୍ତି। ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #SonamWangchuk #Delhi #CJP

ବାହୁଡା଼ ପୂର୍ବରୁ ଶରଧାବାଲି ରେ ଭକ୍ତ ଙ୍କ ଭିଡ଼ ! ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Lordjagannath #BahudaYatra2026 #Janatajagaran

News Paper 23/07/2026

ମିସାଇଲ କୁଶ ର ସଫଳ ପରୀକ୍ଷଣ !

ଢେଙ୍କାନାଳ ସଦର ଥାନା ଅଞ୍ଚଳ ରେ ଇନ୍ଦିପୁର ଛାଟିଆ ଗ୍ରାମ ନିକଟ ରେ ଏକ ବରଯାତ୍ରୀ ଗାଡି ପୋଖରୀ ମଧ୍ୟ କୁ ପଶିଯିବାରୁ ୫ ଜଣ ମୃତ ଏବଂ ଦୁଇ ଜଣ ଙ୍କୁ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି କରାଯାଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Dhenkanal #Janaatajagaran

ସରକାରୀ ବସ କୁ ପଛ ରୁ ପିଟିଲା ହାଇୱା !

ଦେଶ ବାସୀ ଏବଂ ବିରୋଧୀ ଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସନ୍ଦେଶ !

କାହିଁକି ହେଉଛି ଧର୍ମେନ୍ଦ୍ର ଙ୍କୁ ବିରୋଧ ! ଓଡିଶା ରେ କାହିଁକି ଚୁପ ଧର୍ମେନ୍ଦ୍ର ଙ୍କ ସମର୍ଥକ ?

CMO ରୁ ଫାଇଲ ଗାୟବ ମାମଲା ରେ ପାଣ୍ଡିଆନ ଙ୍କୁ ନୋଟିସ !

ଓଡ଼ିଶା ରେ ଜଣେ କୋଭିଡ ପଜିଟିଭ ଚିହ୍ନଟ !

ସାତପଡା ପଞ୍ଚାୟତ ରେ ମୃତ ବ୍ୟକ୍ତି ଙ୍କ ନାମ ରେ ଭତ୍ତା ଉଠାଣ ଅଭିଯୋଗ !

News Paper 22/07/2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ; ରାହୁଲ, ପ୍ରିୟଙ୍କା ଓ ଅଖିଲେଶ ଅଟକ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Rahulgandhi #PriyankaGandhi #AkheshYadav #Janatajagaran

ଓଲଟିଲା OSRTC ବସ !

ଟ୍ରେନ ରେ ଲୁଟେରା ଙ୍କୁ ମାଡି ବସିଲେ !

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ମାମଲା ରେ CBI ତଦନ୍ତ ଦାବି କରିଛି ବିଶ୍ୱ ହିନ୍ଦୁ ପରିଷଦ ଏହା ସହିତ ନିଖୋଜ କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆହ୍ୱାନ ଦେଇଛି ବିଶ୍ୱ ହିନ୍ଦୁ ପରିଷଦ ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #CBIDemand #VHP #JusticeForSwamiji #Odisha #HinduRights #Janatajagaran

News Paper 21/07/2026