ମ୍ୟାଡ଼ାମ ଏବଂ ମଙ୍ଗୁ ର ପ୍ରେମ କାହାଣୀ

ଛତିଶଗଡ଼ : ଅନେକ ଦିନ ତଳ ର କଥା ! ଛତିଶଗଡ଼ ର ଏକ ନକ୍ସଲ ପ୍ରବଣ ଅଞ୍ଚଳ କୁ ବଦଳି ହୋଇ ଆସିଥାନ୍ତି ଜଣେ ମହିଳା କର୍ମଚାରୀ ! ଭୟ ଏବଂ ଉଦବେଗ ର ବାତା ବରଣ ମଧ୍ୟ ରେ ନ ଥିଲା ମୋବାଇଲ ରେ ଟାୱାର କି ଆଜି ଭଳି ଗମନା ଗମନ ର ସୁବିଧା ! ତେବେ ସେହି ମହିଳା କର୍ମଚାରୀ ଙ୍କ ଥିଲେ ଅବିବାହିତ ! ଦାରିଦ୍ର ର ତାଡନା ସହି ଏକ ଉଚ୍ଚ ପଦବୀ ରେ ପହଂଚିବା ବେଳ କୁ ବୟସ ବେଶ ଗଡି ଯାଇଥିଲେ ମଧ୍ୟ ରୂପ ଏବଂ ଯୌବନ ୪୦ ବର୍ଷ ବୟସ ରେ ବେଶ ଝଟକୁଥିଲା ! ନୂଆ ନୂଆ ନକ୍ସଲ ପ୍ରବଣ ଅଞ୍ଚଳ ରେ ଘର ଭଡା ନେବା ସମୟ ରେ ଘର ର କାମ ଦାମ କରିବା ଏବଂ ରାତି ରେ ଜଗିବା କାମ ପାଇଁ ଦୁଇ ଥର ଦଶମ ଫେଲ ହୋଇଥିବା ମଙ୍ଗୁ କୁ ବୁଝି ଦେଇଥିଲେ ଘର ମାଲିକ ! ତେବେ ବୁଦୁ ବୁଦିକିଆ ଜଙ୍ଗଲିଆ ଗ୍ରାମ ଠାରୁ ଅଳ୍ପ ଦୂର ରେ ଥିଲା କ୍ୱାର୍ଟର ! ମଙ୍ଗୁ ପାଲଟି ଯାଇଥିଲା ତାଙ୍କର ଏକାନ୍ତ ସଂଗୀ ! ଦିନେ ଗାଧୋଇବା ସମୟ ରେ କପଡା ଦରକାର ହେବା ରୁ ମଙ୍ଗୁ କୁ ଡାକିଥିଲେ ମହିଳା ଜଣ ଙ୍କ ! ତେବେ ହଠାତ କପଡା ଦେବା ବେଳେ ମଙ୍ଗୁ ର ନଜର ହଟି ନ ଥିଲା ଦିଦି ଙ୍କ ଉପରୁ ଜଡ଼ାଇ ଧରିଥିଲା ଦିଦି ଙ୍କୁ ଏବଂ ଦୁହେଁ ପରସ୍ପର ର ଅତି ନିକଟତର ହୋଇଥିଲେ ! ପରେ ତାହା ନିୟମିତ ହେବା ରେ ଲାଗିଲା ଏବଂ ସେମାନ ପରସ୍ପର ର ଅତି ନିକଟ ତର ହେବା ରେ ଲାଗିଥିଲେ ! ମଙ୍ଗୁ ର ବୟସ ଥିଲା ମାତ୍ର ୨୦ ଆଉ ସେ ମହିଳା ଙ୍କ ର ୪୦ ବର୍ଷ ! ସାରା ଜୀବନ ଦୁଃଖ କଷ୍ଟ ସହି ସହି ଅନେକ ଦିନ ପରେ ପାଇଥିବା ଆନନ୍ଦ କୁ ସେ ହାତ ଛଡା କରିବାକୁ ଚାହୁଁ ନ ଥିଲେ ! କିଛି ଦିନ ପରେ ବଦଳି ନିର୍ଦ୍ଦେଶ ଆସିଥିଲା ଏବଂ ମଙ୍ଗୁ ସେ ମହିଳା ଙ୍କ ସହିତ ସେ ଜାଗା ଛାଡି ଚାଲିଗଲା ! କ୍ରମଶଃ.....

ଲେଖକ :- ଶାଶ୍ୱତ ପଟ୍ଟନାୟକ 

ଦ୍ରଷ୍ଟବ୍ୟ :- ଏହା ଏକ କାଳ୍ପନିକ ଗଳ୍ପ ଏବଂ କାହାରିକୁ ଆକ୍ଷେପ କରି ଏହା ଲେଖାଯାଇ ନାହିଁ !

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike