ଭୁବନେଶ୍ୱର ରେ ତୁଳା କମ୍ପାନୀ ରେ ଲାଗିଲା ନିଆଁ !

ଭୁବନେଶ୍ବର: ପାତ୍ରପଡା ସ୍ଥିତ ଏକ ତୁଳା କମ୍ପାନୀରେ ଭୟଙ୍କର ନିଆଁ ଲାଗିଥିଲା ! ୩ଟି ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇ ନିଆଁ ଲିଭାଇଥିଲେ ମଧ୍ୟ ଏବେ ବି ଧୂଆଁ ବାହାରୁଛି ।
#Bhubaneswar #Patrapada #FireAccident #Odisha #FireServices # Janatajagaran

Comments