ତିର୍ତ୍ତୋଲ ଏବଂ କୁଜଙ୍ଗ ରେ ପୁଣି ବନ୍ୟା !
ଜଗତସିଂହପୁର: ପୁଣି ବନ୍ୟା ଜଳ ଦ୍ୱାରା ଜଳମଗ୍ନ ହେଲା ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକର ବିଭିନ୍ନ ଗାଁ ! ତିର୍ତ୍ତୋଲର ୩ ଓ କୁଜଙ୍ଗର ଗୋଟିଏ ଗାଁରେ ପୁଣି ପଶିଛି ମହାନଦୀ ପାଣି । ତିର୍ତ୍ତୋଲ କୋଟକଣା, ଆଦିବାସୀ ସାହି, ମଣିଜଙ୍ଗା ଗୋପାଳସାହିରେ ବନ୍ୟା ! କୁଜଙ୍ଗର ହରିପୁର ଗାଁରେ ବନ୍ୟାପାଣି ପଶିବା ଦ୍ୱାରା ଲୋକେ ନାହିଁ ନ ଥିବା ହଇରାଣ ର ସମ୍ମୁଖୀନ ହେଉଛନ୍ତି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Jagatsinghpur #Tirtol #Kujang
Comments
Post a Comment