Posts
ଲମତାପୁଟ ଅଞ୍ଚଳରେ ଲଗାତାର ବର୍ଷା ହେବାରୁ କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଡି-ଡ୍ୟାମ୍ ଜଳାଶୟକୁ ବହୁ ପରିମାଣରେ ପାଣି ପ୍ରବେଶ କରୁଛି । ଏହି ପରିସ୍ଥିତିରେ, ଚଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଲା ପ୍ରଶାସନ ମାଛକୁଣ୍ଡ ଡି-ଡ୍ୟାମ୍ର ପ୍ରଥମ ଗେଟ୍ କୁ ଖୋଲାଯାଇଛି । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Latamput #Machhkund
- Get link
- X
- Other Apps
ପଖାଳ ଦିବସ କୁ ନେଇ ଉପମୁଖ୍ୟମନ୍ତ୍ରୀ ଙ୍କ ପ୍ରତିକ୍ରିୟା !
- Get link
- X
- Other Apps
କଟକ ରେ କ୍ୱାର୍ଟର ମଧ୍ୟ ରେ ମହିଳା IIC ଙ୍କ ଆତ୍ମହତ୍ୟା !
- Get link
- X
- Other Apps
ଢେଙ୍କାନାଳ ରେ ସ୍ମାର୍ଟ ମିଟର ଲଗାଇବାକୁ ନେଇ ପ୍ରବଳ ଉତ୍ତେଜନା !
- Get link
- X
- Other Apps
ଆଖି ବୁଝିଲା ପଞ୍ଜାବ ରେ ବୋରୱେଲ ରେ ଖସି ପଡ଼ିଥିବା ଶିଶୁ ନିର୍ଭୟ ସିଂହ !
- Get link
- X
- Other Apps
ସମ୍ବଲପୁର ଚିଡ଼ିଆଖାନା ରେ ସମ୍ବର ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Sambalpur
- Get link
- X
- Other Apps
ଭୁବନେଶ୍ୱର : ସ୍ୱାସ୍ଥ୍ୟ ବିଭାଗ ଆକ୍ସନ ଚିଠିକୁ ଜୁନିୟର ଡାକ୍ତର ଆସୋସିଏସନ୍ର ବିରୋଧ ! ଜୁନିୟର ଡାକ୍ତର ଆସୋସିଏସନ୍ ସଭାପତି ଚିନ୍ମୟ ପ୍ରଧାନଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମା ପ୍ରତ୍ୟାହାର କରନ୍ତୁ ! ନଚେତ୍ ଆସନ୍ତାକାଲିଠାରୁ ୧ ଘଣ୍ଟା ଓପିଡିରେ ଚିକିତ୍ସା ସେବା ବନ୍ଦ ରହିବ। ଜୁନିୟର ଡାକ୍ତରଙ୍କ ଆନ୍ଦୋଳନରେ ପିଜି ଛାତ୍ରଛାତ୍ରୀ ମଧ୍ୟ ସାମିଲ ହେବା ନେଇ ମିଳୁଛି ସୂଚନା ! OMSA ଆନ୍ଦୋଳନରେ ସାମିଲହେଲେ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ! ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍ ପରେ କାର୍ଯ୍ୟରୁ ନିବୃତ୍ତ କରିବାକୁ ଚିଠି ହୋଇଛି । ରାଜ୍ୟର ସବୁ ମେଡିକାଲ୍ କଲେଜ ଓ ହସ୍ପିଟାଲ୍, ସିଡିଏମ ଓ ପିଏଚ୍ଓଙ୍କୁ ଚିଠି କରାଯାଇଛି । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Bbsr #OMSA
- Get link
- X
- Other Apps
ଏ ଜେଲ କୁ ଯିଏ ଯିବ ସୁଧୁରିବ ନା ବିଗିଡିବ ? ଭୁବନେଶ୍ୱର ସ୍ଥିତ ଝାରପଡା ର ସ୍ୱତନ୍ତ୍ର ଜେଲ ଏବେ ଅଭିଯୋଗ ଘେର ରେ ! କିଛି ଦିନ ତଳେ ଏକ ସାଙ୍ଗ ରେ ଏକାଧିକ କଏଦୀ ଙ୍କ ସ୍ୱାସ୍ଥ୍ୟବସ୍ଥା ସମସ୍ୟା ଦେଖା ଦେଇଥିବା ବେଳେ ଏବେ ଜେଲ ଭିତରେ HIV ଆତଙ୍କ ! ନାବାଳିକାକୁ ଦୁଷ୍କର୍ମ କରି ଗିରଫ ହୋଇଥିବା ଅଭିଯୁକ୍ତ ଏଡସ୍ ଆକ୍ରାନ୍ତ ବୋଲି ଜଣା ପଡିବା ପରେ ଜେଲରେ ଏଚଆଇଭି ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ! ସେପଟେ ଜେଲ ର ସୁରକ୍ଷା ବଢାଇବା ପାଇଁ ଲାଗିଲା AI କ୍ୟାମେରା ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Jharapada #SpecialJail
- Get link
- X
- Other Apps
ଦୋଷ କାହାର ଠିକାଦାର ଙ୍କ ର ନା ସରକାରୀ ବାବୁ ଙ୍କ ର ? ଏପରି କାମ ହୋଇଥିଲା ଯେ ଟିପି ଟିପି ବର୍ଷା ପାଣି କୁ ମଧ୍ୟ ସମ୍ଭାଳି ନ ପାରି ଭୁଶୁଡିଲା କଟକ ବିଡାନାସୀ ଭୂଆସୁଣୀ ପଠା ନିକଟ ରେ ନବନିର୍ମିତ ରାସ୍ତା ଓ ସାଇଡ ଓ୍ବାଲ ! ମହାନଦୀ ରିଙ୍ଗ ରୋଡ ପ୍ରଶସ୍ତିକରଣ ପ୍ରକଳ୍ପ ଅଧୀନରେ ଏହି କାମ ହୋଇଥିଲା।କଟକ ଜିଲ୍ଲାପାଳ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଏଭଳି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହୋଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।କଟକ ଆର ଏଣ୍ଡ ବି ଵିଭାଗ ଏହି ନିର୍ମାଣ କାମ କରିଥିଲା। ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Cuttack #SidewallColaose
- Get link
- X
- Other Apps
ଜୟ ଜଗନ୍ନାଥ 🙏 ଜ୍ୱର ରେ କମ୍ପୁଛନ୍ତି ମହାପ୍ରଭୁ ! ଏପଟେ ଥଣ୍ଡା ଥଣ୍ଡା ପାଗ ଭିତରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Lordjagannath #Rathyatra2026
- Get link
- X
- Other Apps
ଅଧ ଘଂଟାଏ ବର୍ଷା ରେ ନୟାପଲ୍ଲୀ ଓଭର ବ୍ରିଜ ଉପରେ ଆଣ୍ଠୁଏ ପାଣି !
- Get link
- X
- Other Apps
କଟକ ଜିଲ୍ଲାରେ ୧୬ ନମ୍ବର ଜାତୀୟ ରାଜପଥ ର ଜଳଭରା ଗାଡ଼ରେ ପଶି କଂଗ୍ରେସର ପ୍ରତିବାଦ !
- Get link
- X
- Other Apps
ଭିଣୋଇ ଏବଂ ବିବାହିତା ଶାଳୀ ଙ୍କ ପ୍ରେମ କାହାଣୀର ଦୁଃଖଦ ପରିଣତି: ପ୍ରେମ ସମ୍ପର୍କ ର ଫର୍ଦା ଫାସ୍ ହେବା ପରେ ବିବାହିତ ଶାଳି ଙ୍କ ଆତ୍ମହତ୍ୟା !
- Get link
- X
- Other Apps



















