Posts

News Paper 28/06/2026

ଗଞ୍ଜାମରେ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୧୫୦୧ ୟୁନିଟ୍ ରକ୍ତ ସଂଗ୍ରହ, ନୂଆ କୀର୍ତ୍ତିମାନ ସ୍ଥାପିତ ! #Ganjam

ପୁଅ ବୋହୂ ଙ୍କୁ ଲାଇସେନ୍ସ ବନ୍ଧୁକ ରୁ ଗୁଳି କରି ଅଭିଯୁକ୍ତ ଫେରାର ! #Fatepur

ବୀରତା ର ପ୍ରତୀକ ଗୋର୍ଖା ରେଜିମେଣ୍ଟ ! #Gorkha #Regiment

News Paper 27/06/2026

ଆରମ୍ଭ ହେଲା ଅପରେସନ ଆମିଷ୍ଟାଦ ! ଭେନେଜୁଏଲା ରେ ଭୁମିକମ୍ପ କ୍ଷତିଗ୍ରସ୍ତ ଙ୍କ ପାଇଁ ମେଡିକାଲ ସାମଗ୍ରୀ ଏବଂ ଖାଦ୍ୟ ପଠାଇଲା ଭାରତୀୟ ସେନା ଏବଂ ଏହା ସହିତ ଏକାଧିକ ଜରୁରୀକାଳୀନ ମେଡିକାଲ ଟିମ ମଧ୍ୟ ଖୁବ ଶୀଘ୍ର ଭେନେଜୁଏଲା ରେ ପହଂଚିବା ନେଇ ସ୍ପଷ୍ଟ ହୋଇଛି । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OpretionAmistad #Indianarmy #Venejuela

କାହିଁକି ନୀରବ ଧର୍ମେନ୍ଦ୍ର ପ୍ରଧାନ ?

News Paper 26/06/2026

ଭେନେଜୁଏଲା ରେ ଦୁଇଟି ଲଗାତାର ଶକ୍ତିଶାଳୀ ଭୂମିକମ୍ପ ରେ ଧରାଶାୟୀ ଅନେକ ସହର ! ଆପଣ ଯେତେ ବିଜ୍ଞାନ ବଳ ରେ ବଳିୟାନ ହେଇ ଥାନ୍ତୁ ନା କାହିଁକି ପ୍ରକୃତି ର କୋପ ଆଗରେ କେହି ତିଷ୍ଠି ରହି ପାରନ୍ତି ନାହିଁ ! ରିପୋର୍ଟ - ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Venejuela #Earthquake

ତାମିଲନାଡୁ ର ଲୋକ ଙ୍କ ପାଇଁ ୩୦୦ ନୂଆ ବସ ! ଏବଂ ନିଜେ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ବିନା ସୁରକ୍ଷା ରେ ସାଧାରଣ ଲୋକ ଙ୍କ ଭଳି ବସ ରେ ଯାତ୍ରା ତାମିଲନାଡୁ ର ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଙ୍କ ର ମହାନତା କୁ ଦର୍ଶାଉଛି । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Tamilnadu #BUS #TVK

ଜୟ ଜଗନ୍ନାଥ ! ହେବାକୁ ଯାଉଛି ଭକ୍ତ ଏବଂ ଭଗବାନ ଙ୍କ ର ମିଳନ ! ବଡ଼ଦାଣ୍ଡ ର ରଥଖଳା ରେ ଅତି ତୀବ୍ର ଗତି ରେ ଆଗେଇ ଚାଲିଛି ମହାପ୍ରଭୁ ଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Puri #Rathyatra2026

News Paper 25/06/2026

ପୁଣି ହୃଦୟ ଜିତିଲେ ସି ଜୋସେଫ ବିଜୟ ! #TVK #Tamilnadu

କିଏ ଦେବ ଉତ୍ତର ! ରାସ୍ତା ଅଟେ କାହାର ?

ବିରିୟାନୀ କୁ ବାସି କହିବାରୁ ମାଡ଼ !

ସ୍ତ୍ରୀ ଆଗରେ ସ୍ୱାମୀ କୁ ପିଟି ପିଟି ହତ୍ୟା ! ନ୍ୟାୟ ପାଇଁ ଦଉଡ଼ଇଲା ପୋଲିସ ! #Justice