Posts

ଲୁଚୁଛି ନା ଗୋଡ଼ ଦୁଇଟି ଦିଶୁଛି ? କୁଜିନେତା ପାଲଟିଛନ୍ତି ଭସ୍ମାସୁର ! #Tigiria #Cuttack

ଦୁଇ ଦଶନ୍ଧି ହେଲା ବିଲେଇ ହୋଇଛି ଷ୍ଟେସନ ମାଷ୍ଟର ! ଯୋବ୍ରା ବ୍ୟାରେଜ ଉପର ରାସ୍ତା ରେ ଫାଟ ! #Japan #Cuttack

ଆଇଟି କମ୍ପାନୀ ଆମାଜନ ଉପରେ ଇରାନ ର ଆକ୍ରମଣ ! #Amazon

ବାଧ୍ୟତା ମୂଳକ ନୁହେଁ ପ୍ରିପେଡ଼ ମିଟର ବ୍ୟବସ୍ଥା ! #Electricity

ଭାରତ କୁ ତୈଳ ଏବଂ ପ୍ରାକୃତିକ ଗ୍ୟାସ ଯୋଗାଇବ ରୁଷ। #India #Russia

ରାଘବ ଆପ ମୁହାଁ ମୁହିଁ ! #Politics

ସାରା ଓଡିଶା ପାଇଁ ଉଦାହରଣ ତେନ୍ତୁଳିପଦର ! #Tentulipadar

କଟି ଯାଇ ପାରେ ଇଣ୍ଟରନେଟ ! #Harmuz

ଅବକାରୀ ବିଭାଗ ରେ ୩. ୬୭ କୋଟି ର ଘୋଟାଲା ! #Sambalpur

ଜନତା ମଧ୍ୟପ୍ରାଚ୍ୟ ର ଯୁଧ୍ୟ କୁ ନେଇ ଖାଉଟି ଦରଦାମ ବୃଦ୍ଧି ସହିତ ଲଢ଼ୁଥିବା ବେଳେ PUCC ଆଳ ରେ ଜନତା ଙ୍କ ଠାରୁ ଜୋରିମାନା ଆଦାୟ ଠିକ ନା ଭୁଲ ଆପଣ ମାନେ ଉତ୍ତର ଦିଅନ୍ତୁ । ରିପୋର୍ଟ :- ସୋନା ବାନାର୍ଜୀ ଜନତା ଜାଗରଣ #MiddleEast #PUCC

ମୋବାଇଲ୍ ଟାୱାର ମରାମତି ବେଳେ ଫସିଲେ କର୍ମଚାରୀ !! ୨ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ ! #Puri #Krushnaprasad

ରିଲ ନିଶା ପାଇଁ ଜେଲ ଗଲେ ଯୁବକ ! ଅଯୋଧ୍ୟା ରେ ବୁର୍ଖା ପିନ୍ଧା ମହିଳା ଙ୍କୁ ନେଇ ଆତଙ୍କ ! #rajasthan #Ayodhya

କିଏ ବୁଝିବ ଚିଲିକା ର ଦୁଃଖ ? #Chilika

ଅପରେସନ ସିନ୍ଦୂର ସମୟ ରେ ଅନୁରୋଧ କରି ରକ୍ଷା ପାଇ ଯାଇଥିଲା ପାକିସ୍ତାନ ! #Pakistan

କଟକ ଜିଲ୍ଲା ରେ ଗୋ ହତ୍ୟା କେବେ ବନ୍ଦ ହେବ ? #Cuttack