Posts
ତିନି ରଥ ଉପରେ ଅଧର ପଣା ନୀତି ସମ୍ପନ୍ନ ହୋଇଛି । ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ ଲିଲନ କୁମାର ଜେନା #Puri #Adharpana #BahudaYatra2026 #Janatajagaraan

- Get link
- X
- Other Apps
- Get link
- X
- Other Apps
ରଥ ଉପରେ ସୁନାବେଶ ରେ ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ! ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Sunabes2026 #Janatajagaran

ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ ! କୋହ ଏବଂ ଅଭିମାନ ଭରା ଚିଠି ରେ ତାଙ୍କ ଜୀବନ ଦେଶ ବାସୀ ଙ୍କ ପାଇଁ ସମର୍ପିତ ବୋଲି କହିଲେ ତାଙ୍କ ଇସ୍ତଫା ପାଇଁ ବିରୋଧୀ ଙ୍କୁ ଶକ୍ତି ନ ମିଳୁ ବୋଲି ଚିଠି ରେ ସ୍ପଷ୍ଟ କରିଛନ୍ତି ଧର୍ମେନ୍ଦ୍ର ! ତେବେ ଧର୍ମେନ୍ଦ୍ର ଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇଛି କି ନା ତାହା ସ୍ପଷ୍ଟ ହୋଇ ନାହିଁ ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Dpradhan #CentralMinisterResighns #Janaatajagaran