Posts

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ କାଳ ବୈଶାଖୀ ପାଇଁ ବିଦ୍ୟୁତ ସେବା ଠପ ! #Ganjam #Kalabaisakhi

News Paper 10/06/2026

ବଲାଙ୍ଗୀର ରେ ରାସ୍ତା ଉପରେ ପଡ଼ିଥିବା ମାଟି ଏବଂ ହାଇୱା ଉଜାଡିଦେଲା ପରିବାର ! #Bolangir #Familydeath

ଗଞ୍ଜାମ ରମ୍ଭା ଚୋରି ଘଟଣା ର ଫର୍ଦ୍ଧାଫାଶ କରିଛି ରମ୍ଭା ପୋଲିସ ! #RambhaPolice #Ganjam

ଉଜ୍ଜଳା ହିତାଧିକାରୀ ଙ୍କ LPG ସିଲିଣ୍ଡର ହ୍ରାସ ! #LPG #Ujjala

ରାଜଧାନୀ ରେ ପୁଣି ଆମ ବସ ଆତଙ୍କ ! ଖଣ୍ଡଗିରି ନିକଟ ରେ ବାଇକ କୁ ଧକ୍କା ଦେଲା ଆମ ବସ ! ଅଳ୍ପକେ ବର୍ତ୍ତିଲେ ଯୁବକ ! ଘଟଣା ସ୍ଥଳ ରେ ପୋଲିସ ପହଂଚି ଆମ ବସ ଚାଳକ ଙ୍କୁ ଅଟକ ରଖିଥିବା ଜଣା ପଡିଛି । ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Amabus #khandagiri #Bikeaccident

News Paper 09/06/2026

ସ୍ମାର୍ଟ ସିଟି ରେ ଅବହେଳିତ ଖଣ୍ଡଗିରି ବିହାର କଲୋନୀ ! #କୋଳଥିଆ #bbsr #khandagirivihar

ମଙ୍ଗଳଗିତମ୍ 🙏 ଜୟ ଜୟଦେବ ହରେ

ଗତ କାଲି କଟକ ପ୍ରେସ ଛକ ରେ ଦୁର୍ଘଟଣା ଘଟାଇବା ପରେ ! ଓଲଟି ପଡ଼ିଥିବା ଟ୍ରକ ଏବଂ ତା ତଳେ ଚାପି ହୋଇ ରହିଥିବା ଅଟୋ ର ଫୋଟୋ ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Cuttack #Presschhak #accident

News Paper 08/06/2026

କୋଟିପତି ଯନ୍ତ୍ରୀ କନ୍ଧମାଳ ବାଲିଗୁଡ଼ାର ଆଇଟିଡିଏର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରାଙ୍କ ବ୍ୟାଙ୍କ୍ ଲକର୍ ରୁ ମିଳିଲା ୨ କୋଟି ଟଙ୍କା ।

ଭୁବନେଶ୍ୱର ଆକାଶ ରେ ଉଠେଇ ଆସିଛି କଳା ହାଣ୍ଡିଆ ମେଘ ! ସାଙ୍ଗକୁ, ଘଡ ଘଡି ଏବଂ ଥଣ୍ଡା ଥଣ୍ଡା ପବନ ମଧ୍ୟ ବହୁଛି । ଅନ୍ଧାର ହୋଇ ଯାଇଛି ସମଗ୍ର ପରିବେଶ ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #BBSR #STORM #janatajagaran