Posts

ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଚାପ ଡ଼ଙ୍ଗା ଉପରେ ରିଲ ବନାଉଛନ୍ତି ପ୍ରେମୀ ଯୁଗଳ ! #ପୁରୀ

ଧରାକୋଟ ଗଡ଼ ରେ ପଞ୍ଚୁ ଦଣ୍ଡ ମହାମିଳନ ମହା ସମାରୋହ ରେ ପାଳିତ । #Ganjam

ଭସାପୋଲ ପାଇଁ କାଳ ସାଜିଛି କାଳବୈଶାଖୀ ! #Brahmagiri

ରାଜସ୍ବ ମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ ଙ୍କ ନିୟମ କୁ ମାନୁ ନାହାନ୍ତି ତଳିଆ କର୍ମଚାରୀ ! #Revenue #Home #OdishaGovt

ଦିଲ୍ଲୀ ସହର ରେ ଗ୍ୟାସ ସଙ୍କଟ ! #Delhi

ଉତ୍ତର କୋରିଆ ର କ୍ଷେପଣାସ୍ତ୍ର ପରୀକ୍ଷା ! #NorthKorea

ଆଠଗଡ ତିଗିରିଆ ରେ ଗଣତନ୍ତ୍ର ଅପହୃତ ।

LPG ଯୋଗାଣ ପାଇଁ ଆପଣ ସରକାର ଙ୍କୁ ୧୦୦ ରୁ କେତେ ମାର୍କ ଦେବେ ? #LPG #Govt

ବଢୁଛି ମଧ୍ୟପ୍ରାଚ୍ୟ ରେ ଆକ୍ରମଣ ! ଚଳ ଚଞ୍ଚଳ ୟୁ ଏସ ଆବ୍ରାହମ ଲିଙ୍କନ ! #MiddleEastWar

ପୁରୀ ଜିଲ୍ଲା ବ୍ରହ୍ମଗିରି ରାୟପୁର ଗ୍ରାମ ରେ SHG ଟଙ୍କା ହେରଫେର ଏବଂ ଠକେଇ ଅଭିଯୋଗ ! ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ଗ୍ରୁପ ର ମହିଳା ! #Brahmagiri

ମାଗିଲେ ପାଣି ! ମିଳିଲା ମହିଳା ଯନ୍ତ୍ରୀ ଙ୍କ ଧମକ ! #Ganjam

ରାସ୍ତା ନିର୍ମାଣ କୁ ନେଇ ଜନତା ପୋଲିସ ମୁହାଁ ମୁହିଁ ! #Rayagada

ରାସ୍ତା ରେ ପୋହା ଏବଂ ଜଲେବି ବିକ୍ରି କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ! #MP

୨୦୨୦ ମସିହା ରେ ତାମିଲନାଡୁ ବାପ ପୁଅ ହାଜତ ମୃତ୍ୟୁ ଘଟଣା ରେ ୯ ପୋଲିସ ଙ୍କୁ ମୃତ୍ୟୁ ଦଣ୍ଡ ! #Tamilnadu

ଇରାନୀ ଆଦିବାସୀ ନେତା ନିଜ ରାଇଫଲ ରୁ ଗୁଳି କରି ଆମେରିକୀୟ ବ୍ଲାକ ହକ କୁ ଖସାଇ ଥିଲେ ! #Iran