Posts

ରଥ ଉପରେ ସୁନାବେଶ ରେ ଦର୍ଶନ ଦେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ! ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Sunabes2026 #Janatajagaran

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ପରେ CJP ଶିବିର ରେ ଖୁସିର ଲହରୀ ! ସିଜେପି କାର୍ଯ୍ୟକର୍ତ୍ତା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସୋନମ ୱାଙ୍ଗଚୁକ ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #DharmdraResighns #janaatajagaran

ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ ! କୋହ ଏବଂ ଅଭିମାନ ଭରା ଚିଠି ରେ ତାଙ୍କ ଜୀବନ ଦେଶ ବାସୀ ଙ୍କ ପାଇଁ ସମର୍ପିତ ବୋଲି କହିଲେ ତାଙ୍କ ଇସ୍ତଫା ପାଇଁ ବିରୋଧୀ ଙ୍କୁ ଶକ୍ତି ନ ମିଳୁ ବୋଲି ଚିଠି ରେ ସ୍ପଷ୍ଟ କରିଛନ୍ତି ଧର୍ମେନ୍ଦ୍ର ! ତେବେ ଧର୍ମେନ୍ଦ୍ର ଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇଛି କି ନା ତାହା ସ୍ପଷ୍ଟ ହୋଇ ନାହିଁ ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Dpradhan #CentralMinisterResighns #Janaatajagaran

ଜୟ ଜଗନ୍ନାଥ 🙏 ଶ୍ରୀ ମନ୍ଦିର ସାମ୍ନା ରେ ପହଂଚି ସାରିଛନ୍ତି ତିନି ରଥ ! ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #PURI #BahudaYatra2026

News Paper 25/07/2026

ଗୋଟିଏ ମାତ୍ର ଜାତି ଓଡ଼ିଆ ଜାତି ଯାହାର ରଜା ସ୍ୱୟଂ ବିଶ୍ୱ ବିହାରୀ ଙ୍କ ଚଳନ୍ତି ପ୍ରତିମା 🙏 ଶ୍ରୀନଅର ସାମ୍ନା ରେ ନନ୍ଦିଘୋଷ ରଥ ପହଂଚିବା ମାତ୍ରେ ମହାରାଜ ଦିବ୍ୟ ସିଂହ ଦେବ ଙ୍କ ଉପସ୍ଥିତି ରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଛି । ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Lordjagannath #Odiaking #2026 #Janatanagaran

ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଭଉଣୀ ସୁଭଦ୍ରା ଏବଂ ମହାପ୍ରଭୁ ବଳଭଦ୍ର ଙ୍କ ର ଦିବ୍ୟ ପହଣ୍ଡି 🙏 ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Puri #BahudaYatra2026 #Janatajagaran.

News Paper 24/07/2026

ସୋନମ ୱାଙ୍ଗଚୁକ କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା ଓ ଡା. ଜିତେନ୍ଦ୍ର ସିଂହଙ୍କ ସହ ସାକ୍ଷାତ କରିବା ପରେ ନିଜର ଅନଶନ ସମାପ୍ତ କରିଛନ୍ତି। ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #SonamWangchuk #Delhi #CJP

ବାହୁଡା଼ ପୂର୍ବରୁ ଶରଧାବାଲି ରେ ଭକ୍ତ ଙ୍କ ଭିଡ଼ ! ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Lordjagannath #BahudaYatra2026 #Janatajagaran

News Paper 23/07/2026

ମିସାଇଲ କୁଶ ର ସଫଳ ପରୀକ୍ଷଣ !

ଢେଙ୍କାନାଳ ସଦର ଥାନା ଅଞ୍ଚଳ ରେ ଇନ୍ଦିପୁର ଛାଟିଆ ଗ୍ରାମ ନିକଟ ରେ ଏକ ବରଯାତ୍ରୀ ଗାଡି ପୋଖରୀ ମଧ୍ୟ କୁ ପଶିଯିବାରୁ ୫ ଜଣ ମୃତ ଏବଂ ଦୁଇ ଜଣ ଙ୍କୁ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି କରାଯାଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Dhenkanal #Janaatajagaran