ଏତେ ଲୋକ ଧରା ହେଉଛନ୍ତି କିନ୍ତୁ ବ୍ରାଉନ ସୁଗାର କେଉଁଠୁ ଆସୁଛି ଧରି ପାରୁ ନାହାନ୍ତି ? ଖୋରଧା ଜିଲ୍ଲା ବାଲୁଙ୍ଗା ଥାନା ପୋଲିସ ପକ୍ଷରୁ ରାମପୁର ଛକ ନିକଟ ରେଳ ଓଭରବ୍ରିଜ ଠାରେ ଚଢ଼ାଉ ବ୍ରାଉନସୁଗାର ଜବତ ସହ ଅଭିଯୁକ୍ତ ଗିରଫ । ରିପୋର୍ଟ :- ପିଙ୍କୁନ ଜେନା ଜନତା ଜାଗରଣ #Khordha #Balugaon on June 04, 2026
ଶିମିଳିପାଳ ରେ ଶାବକ ଜନ୍ମ ଦେଇଛି ଜିନ୍ନତ ! ସାରା ରାଜ୍ୟ ରେ ଖୁସି ର ଲହରୀ ! ପ୍ରକୃତି ସହିତ ଲଢେଇ ରେ ଓଡିଶା ବାସୀ ଙ୍କୁ ଆଉ ଏକ ମହାବଳ ଭେଟି ଦେଉଛି ଜିନ୍ନତ ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Shimilipal #Tigress #Jinnaat on June 03, 2026