Posts

News Paper 23/06/2026

ଅସହାୟତାର କରୁଣ କାହାଣୀ ! (କୁଡିଆରେ ବିତୁଛି ଚାରି ପ୍ରାଣୀଙ୍କ ଜୀବନ) କେବେ ପଡ଼ିବ ପ୍ରଶାସନର ନଜର ? #Bhanjanagar #Ganjam

News Paper 22/06/2026

ମ‌ହିଳାଙ୍କ ଭ୍ୟାନିଟ ବ୍ୟାଗ ଝାମ୍ପି ନେବାବେଳେ ଧରାପଡିଲା ଅଭିଯୁକ୍ତ, ବଳିଆପଣ୍ଡା ଥାନା ପୋଲିସ ଦ୍ବାରା ଅଭିଯୁକ୍ତ ଆଶୁତୋଷ ସୁଆର ଗିରଫ । ରିପୋର୍ଟ :- ପିଙ୍କୁନ ଜେନା ଜନତା ଜାଗରଣ #Puri #Police

ରଥ ଖଳା ରେ ଜେଜେ ଙ୍କୁ ଭେଟିଲେ ନାତୁଣୀ । #Puri #Rathyatra

News Paper 21/06/2026

News Paper 20/06/2026

News Paper 19/06/2026

ପଦ୍ମଶୀ ଡକ୍ଟର ଅରୁଣା ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଓଡିଶା ଡ୍ୟାନ୍ସ ଏକାଡେମୀ ର ବାର୍ଷିକ ଉତ୍ସବ ନୃତ୍ୟମ୍ବଦା - ୨୦୨୬ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ରେ ଉଚ୍ଚ କୋଟି ର ଓଡିଶୀ ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ରେ ମହାସମାରୋହ ରେ ପାଳିତ ! ରିପୋର୍ଟ :- ଲିଲନ କୁମାର ଜେନା ଜନତା ଜାଗରଣ #Bbsr #ODA #Nrutyambada #2026

ଚିଲିକା ରେ ଚାଲିଛି ବେଆଇନ ପକ୍ଷୀ ଶିକାର ! #Satpada #Chilika

News Paper 18/06/2026

ମହାରାଷ୍ଟ୍ର ର ନାଗପୁର ରେ NEET କେଳେଙ୍କାରୀ କୁ ନେଇ କାକ୍ରୋଚ ଜନତା ପାର୍ଟି ର ବିକ୍ଷୋଭ ଜାରି ! ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Maharastra #Neet #Nagpur #CJP

ବରଗଡ଼ ସୋହେଲା ରେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଚାରି ଗାଈ ମୃତ !#Baragada #Sohela

ଭିଜିଲାନ୍ସ ଜାଲ ରେ କୋଷାଗୁଡା RI #Corruption #RI !

News Paper 17/06/2026