Posts

ରାଇରଙ୍ଗପୁର ର ଅତିରିକ୍ତ ପରିବହନ କାର୍ଯ୍ୟାଳୟ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ । ଭୋଜି ଖାଇବାକୁ କଟକ ଯାଇ ନିରୁଦ୍ଧିଷ୍ଟ ଆଠଗଡ ର ପରୀକ୍ଷିତ ପ୍ରଧାନ ! #Rairangpur #Athagad

ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ରେ ବିଦେଶୀ ମଦ ଦୋକାନ ରେ ଚଢା ଦର କୁ ନେଇ ଉଠିଲା ବିବାଦ ! #Ganjam

ପଶ୍ଚିମବଙ୍ଗ ରେ ପର ଘରେ ବାସନ ମାଜୁଥିବା କଳିତା ମାଝୀ ପୁଣି ହେଲେ ବିଜେପି ର ପ୍ରାର୍ଥୀ ! #Wbelection #ବିଜେପି

ବଢୁଛି ଖରା ! ବଢୁଛି ବକେୟା ବିଦ୍ୟୁତ ଦେୟ ପାଇଁ ନିର୍ଯ୍ୟାତନା ! କଥା କଥା କେ ସ୍ମାର୍ଟ ମିଟର ର ଧମକ ! #Odisha #ElectricDepartment

ରାଜ୍ୟ ସଭା ଯିବା ପାଇଁ ବିଧାନ ପରିଷଦ ଓ ବିଧାନସଭା ରୁ ଇସ୍ତଫା ଦେଲେ ନୀତିଶ କୁମାର - ନୀତିନ ନବୀନ ! #BiharElection

ମୋଜତାବା ଜୀବିତ ନା ମୃତ ? ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ରେ ପହଁଚିଲା କାଠ । #Iran #Puri

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ଇଗ୍ନୋ ବି ଏଡ଼ ପରୀକ୍ଷା ଅନୁଷ୍ଠିତ ! #ରାଇରଙ୍ଗପୁର

ଭୁବନେଶ୍ୱର ରେ ଲଜ୍ଜା ! ନାବାଳିକା ଚାକରାଣୀ ଙ୍କୁ ଶାରୀରିକ ନିର୍ଯ୍ୟାତନା ! #Bhubaneswar #Childlabour

ବଢୁଛି ନେତା ଙ୍କ ଦବଙ୍ଗଗିରି ! ଅମାନିଆ ଷ୍ଟାଇଲ ରେ ସରକାରୀ କାର୍ଯ୍ୟ ରେ ହସ୍ତକ୍ଷେପ ! #Odisha #Political #Leader

ଅପହଞ୍ଚ ଉପତ୍ୟକା ରେ ବିକାଶ ର ବିକଳ ଚିତ୍ର ! #Chilika

ଦରମା ବଢୁଛି ! ଟଙ୍କା ର ଭୋକ ବି ବଢୁଛି ¡

ଯୁଦ୍ଧ ପରିସ୍ଥିତି ରେ ଏକଜୁଟ ହେବା ପାଇଁ ମନ କି ବାତ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କ ଆହ୍ୱାନ। #PMO

ଆମେରିକା ର E-3 Sentry ଭଳି ଜାହାଜ କୁ ଖସାଇଥିବା ଇରାନ ର ଦାବି ।