ଖଣ୍ଡଗିରି ଓଭର ବ୍ରିଜ ତଳୁ ଅଧା ରୁ ଅଧିକ ଲୁହା ରେଲିଙ୍ଗ ଗାଏବ !

ଭୁବନେଶ୍ୱର : ସ୍ଥାନୀୟ ବିଏମସି କର୍ମଚାରୀ କରୁଛନ୍ତି କଣ ? ଜନତା କା ମାଲ ଦରିଆ ମେ ଡାଲ ! ଖଣ୍ଡଗିରି ଓଭର ବ୍ରିଜ ତଳୁ ଅଧା ରୁ ଅଧିକ ଲୁହା ରେଲିଙ୍ଗ ଗାଏବ ! ତେବେ ପ୍ରଶ୍ନ ଉଠିଛି ଓଭର ବ୍ରିଜ ତଳେ କାହିଁକି କୋଳ ଥିଆ ପଟ କୁ ସୌନ୍ଦର୍ଯ୍ୟକରଣ କରାଗଲା ନାହିଁ ! କାହା ଦାଇତ୍ୱ ରେ ଓଭର ବ୍ରିଜ ତଳ ଅଞ୍ଚଳ କୁ ଘେରାବନ୍ଦୀ କରାଯାଇଥିଲା ? 

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Khandagiri #Overbridge

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors