ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ରେ ଡାକ୍ତରୀ ଛାତ୍ର ଙ୍କ ଆନ୍ଦୋଳନ !

ବଲାଙ୍ଗିର : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଡାକ୍ତର ଛାତ୍ରଙ୍କ କାର୍ଯ୍ୟ ବନ୍ଦ ଘୋଷଣା । ସୁରକ୍ଷାକର୍ମୀଙ୍କ ସହ ଗଣ୍ଡଗୋଳ ପରେ ଡାକ୍ତର ଛାତ୍ର ମାନେ ଚିକିତ୍ସ୍ୟା ସେବା ବନ୍ଦ ରଖିଥିବା ସୂଚନା ମିଳିଛି । କାଲି ନୂଆଁଖାଇ ଭେଟ୍‌ଘାଟ ବେଳେ ବଚସା ହେବା ପରେ ଏହି ପରିସ୍ଥିତି ଉପୁଜି ଥିବା ଜଣା ପଡିଛି । ଡାକ୍ତର ଛାତ୍ରଙ୍କ କାର୍ଯ୍ୟ ବନ୍ଦ ପାଇଁ ମେଡିକାଲରେ ରୋଗୀ ସେବା ପ୍ରଭାବିତ ହୋଇଛି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 
#BhimaBhoiMedicalCollege #Balangir #HospitalStrike

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors