ମଚ୍ଛାର ପାଇବେ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ !

ସୁରଟ : ସାହସୀ ପାଇଲଟ ସ୍ମିତ୍ ମଚ୍ଛାର ଙ୍କ ପାଇଁ ବଡ଼ ସମ୍ମାନ ଘୋଷଣା କରାଯାଇଛି । ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର ପାଇବାକୁ ଯାଉଛନ୍ତି ସ୍ମିତ୍ ମଚ୍ଛାର । ମଚ୍ଛାର ଙ୍କ ସାହସିକତା ପାଇଁ ପୁରସ୍କାର ଘୋଷଣା କରିଛନ୍ତି ଗୁଜରାଟ ସରକାର । କାଲି ଛୁରିମାଡ଼ ସତ୍ତ୍ବେ ମଝି ଆକାଶ ରେ ୧୮୦ ଯାତ୍ରୀ ଙ୍କ ଜୀବନ ବଞ୍ଚାଇଥିଲେ ସ୍ମିତ ମଚ୍ଛାର !
ମୋଦି, ଟ୍ରମ୍ପ, ନେତନ୍ୟାହୁ ସମେତ ବିଶ୍ବର ସମସ୍ତ ନେତୃବୃନ୍ଦ ତାଙ୍କୁ ପ୍ରଶଂସା କରିଥିଲେ ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#SmitMachhar #FLyDubai

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors