ଅଲଗା ହେବେ ପବନ କଲ୍ୟାଣ ଏବଂ ଆନ୍ନା !

୧୩ ବର୍ଷ ପରେ ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଏବଂ ତାଙ୍କ ପତ୍ନୀ ଆନ୍ନା କୋଣିଦେଲା ଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି ! ଏ ନେଇ ଏ ସମ୍ପର୍କିତ ଖବର ଜନ ସେନା ର ହ୍ଵାଟ୍ସଆପ ଗ୍ରୁପ ରେ ଛଡା ଯାଇଛି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Annakonidela #Pawankalyan

Comments