ଜଗତସିଂହପୁର SVM କଲେଜ ରେ ନିର୍ବାଚନୀ ହିଂସା !

ଜଗତସିଂହପୁର : ଜଗତସିଂହପୁର ଏସ୍‌ଭିଏମ୍‌ କଲେଜରେ ୨ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ! BCJD ସମର୍ଥିତ ପ୍ରାର୍ଥୀ ଓ ଏବିଭିପି ପ୍ରାର୍ଥୀ ମୁହାଁମୁହିଁ ହୋଇଥିବା ନେଇ ମିଳିଛି ସୂଚନା ! ନିର୍ବାଚନ ରେ ପକ୍ଷପାତିତା ଅଭିଯୋଗ ହୋଇଥିଲା ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Jagatsinghpur #SVMCollege #StudentClash #StudentPolitics #BCJD

Comments