ଭୁବନେଶ୍ୱର : ଆସନ୍ତା କାଲି ୩୯୩୮୨ କୋଟିର ୪୬ ଟି ପ୍ରକଳ୍ପ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ! ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ଇମ୍ଫା, JSL ଡାଉନ୍ ଷ୍ଟ୍ରିମ୍ ଇଣ୍ଡଷ୍ଟ୍ରିର ଗ୍ରାଉଣ୍ଡ ବ୍ରେକିଙ୍ଗ କରିବେ ମୁଖ୍ୟମନ୍ତ୍ରୀ ! କଳିଙ୍ଗ ନଗର ରେ ୧୪ ଜିଲ୍ଲା ପାଇଁ ପ୍ରକଳ୍ପର ଉଦ୍ଘାଟନ/ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଯାହା
ଫଳରେ ରାଜ୍ୟରେ ୪୨ ହଜାର ନିଯୁକ୍ତି ସୃଷ୍ଟି ହେବା ନେଇ ଆଶା ସଂଚାର ହୋଇଛି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#OdishaDevelopment #IndustrialDevelopment #Kalinganagar #CMOdisha #SampadSwain
Comments
Post a Comment