ବଦଳିଲେ ଓଡିଶା ର ରାଜ୍ୟପାଳ !

ଭୁବନେଶ୍ୱର : ବଦଳିଛନ୍ତି ଓଡ଼ିଶା ର ରାଜ୍ୟପାଳ ! ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିବା ବେଳେ ୬ ଟି ରାଜ୍ୟରେ ନୂଆ ରାଜ୍ୟପାଳ ଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି !
କେରଳମ୍ ରେ ଓମ୍‌ପ୍ରକାଶ ମାଥୁର, ତାମିଲନାଡୁ ରେ ରାଜେନ୍ଦ୍ର ବିଶ୍ୱନାଥ ଆର୍‌ଲେକର , କର୍ଣ୍ଣାଟକ ରେ ସୁଧା ଯାଦବ, ଉତ୍ତାରଖଣ୍ଡ ରେ ଧଳସିଂହ ବିଶେନ ଏବଂ ସିକିମ ରାଜ୍ୟପାଳ ଭାବରେ ଦୁଶ୍ୟନ୍ତ ଗୌତମ ଙ୍କୁ ନିଯୁକ୍ତି ମିଳିଛି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Odisha #NewGovernor #BrajMohanRam #OdishaGovernor #GovernorAppointment

Comments