ଲାଞ୍ଚ ନେବା ବେଳେ ଧରା ପଡିଲେ ସଇଁତଳା ରାଜସ୍ୱ ନିରୀକ୍ଷକ ଆଲନ ବେହେରା !

ବଲାଙ୍ଗୀର : ବଲାଙ୍ଗୀର ର ସଇଁତଳା ରାଜସ୍ୱ ନିରୀକ୍ଷକ ଆଲନ ବେହେରା ଗିରଫ ହୋଇଛନ୍ତି ! ୩ ହଜାର ଲାଞ୍ଚ ନେବା ବେଳେ କାବୁ କରି ଗିରଫ କଲା ଭିଜିଲାନ୍ସ ଟିମ୍‌ ! କିସମ ପରିବର୍ତ୍ତନ କରାଇଦେବା ନାଁରେ ଲାଞ୍ଚ ନେଉଥିଲା ବେଳେ ଧରାପଡ଼ିଥିବା ବେଳେ ଘର ଓ ଅଫିସ୍‌ରେ ଚଢ଼ାଉ କରି ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଟିମ୍‌ ସଦସ୍ୟ ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#AlanBehera #OdishaVigilance #VigilanceRaid #BriberyCase #BribeCaught #Corruption

Comments