ନୂଆଦିଲ୍ଲୀ : ରାହୁଲ ଗାନ୍ଧି ଙ୍କୁ କାଉଣ୍ଟର କଲେ ସାଂସଦ ଅନୁରାଗ ଠାକୁର ! ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ଟାର୍ଗେଟ୍ କରିବା ସହିତ
ରାହୁଲ ଙ୍କୁ ହାୱା ହାୱାଇ ନେତା କହି ସମାଲୋଚନା କଲେ।ବାରମ୍ବାର କୋର୍ଟରେ କ୍ଷମା ମାଗିବା ସତ୍ତ୍ବେ କିଛି ଶିଖିଲେ ନାହିଁ !
ଜରୁରୀ ପରିସ୍ଥିତି ବେଳେ କଂଗ୍ରେସ ଗଣତନ୍ତ୍ରକୁ ହତ୍ୟା କରିଥିଲା କି ନାହିଁ ଏବଂ ପୁଲିଂ ବୁଥ କବ୍ଜା କରି କଂଗ୍ରେସ ଜିତିବାର ନଜିର ମଧ୍ୟ ରହିଛି ! ଯଦି ଆରୋପ ଲଗାଉଛନ୍ତି, ତାହେଲେ ପ୍ରମାଣ ଦେବାକୁ ପଡ଼ିବ ଏବଂ ଗଣତନ୍ତ୍ରରେ ପ୍ରତିବାଦ ଅଧିକାର ରହିଛି କିନ୍ତୁ ଜନାଦେଶକୁ ଅସମ୍ମାନ ନ କରନ୍ତୁ ବୋଲି ଅନୁରାଗ କହିଛନ୍ତି ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#AnuragThakur #RahulGandhi #BJP #Congress #IndianPolitics #PoliticalNews
Comments
Post a Comment