ଜୟ ଜଗନ୍ନାଥ 🙏

ଶ୍ରୀ ମନ୍ଦିର ନୀଳଚକ୍ର ରେ କେବେ ବାନା ଲଗାଯାଉଥିବା ବେଳ ର ଦୃଶ୍ୟ କୁ ନିଜ ଆଖିରେ ଦେଖିଛନ୍ତି କି ? ଧନ୍ୟ ଧନ୍ୟ ସେ ସେବକ ମାନ ଙ୍କ ର ଜୀବନ ଯେଉଁମାନେ ପ୍ରତ୍ୟେକ ଦିନ ଅତ୍ୟନ୍ତ ଦୁଃସାହସିକତା ର ସହିତ ଲୀଳାମୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ତଥା ସମଗ୍ର ଓଡ଼ିଆ ସମାଜ ର ଟେକ ରଖିବା ପାଇଁ ଏହି ବାନା ଟି କୁ ଲଗାଇ ଥାନ୍ତି ! ପ୍ରକାଶ ଥାଉକି ପ୍ରତ୍ୟେକ ଦିନ ଏହି ନୀଳଚକ୍ର ରେ ନୂତନ ବାନା ଲଗାଯାଇଥାଏ ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Lordjagannath #Nilachakra

Comments