କୋଟିଆ ରେ ଆଉ ଆନ୍ଧ୍ର ର ଦାଦାଗିରି ଚଳିବ ନାହିଁ ! କୋଟିଆ ରେ ପେଟ୍ରୋଲିଙ୍ଗ କରୁଥିବା ଆନ୍ଧ୍ର ପୋଲିସ କୁ ଏହି ଭଳି ଚରମ ବାଣୀ ଶୁଣାଇଛି ଓଡିଶା ପୋଲିସ ! ଓଡିଶା ପୋଲିସ ର ଏଭଳି ରୂପ ଦେଖି ପଛ ଘୁଞ୍ଚା ଦେଇଛି ଆନ୍ଧ୍ର ପ୍ରଦେଶ ପୋଲିସ !
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Kotia #Ap #OP #Faceoff
Comments
Post a Comment