ମଙ୍ଗଳଗୀତମ୍

#ମଙ୍ଗଳଗୀତମ୍

ଶ୍ରିତ କମଳା କୁଚମଣ୍ଡଳ ! ଧୃତ କୁଣ୍ଡଳ ହେ !
କଳିତ ଲଳିତ ବନମାଳ ଜୟ ଜୟ ଦେବ ହରେ।🙏

ଦିନମଣି ମଣ୍ଡଳ ମଣ୍ଡନ ! ଭବ ଖଣ୍ଡନ ହେ ! 
ମୁନିଜନ ମାନସହଂସ , ଜୟ ଜୟ ଦେବ ହରେ।।🙏

କାଳୀୟ ବିଷଧର ଗଞ୍ଜନ ! ଜନ ରଞ୍ଜନ ହେ !
ଯଦୁକୁଳ ନଳିନ ଦିନେଶ, ଜୟ ଜୟ ଦେବ ହରେ।🙏

ମଧୁମୁର ନରକ ବିନାଶନ! ଗରୁଡାସନ ହେ ! 
ସୁରକୁଳ କେଳି ନିଦାନ, ଜୟ ଜୟ ଦେବ ହରେ।🙏

ଅମଳକମଳ ଦଳ ଲୋଚନ ହେ ! ଭବମୋଚନ ହେ !
ତ୍ରିଭୁବନ ଭବନ ନିଧାନ, ଜୟ ଜୟ ଦେବ ହରେ।🙏

ଜନକ ସୁତାକୃତ ଭୂଷଣ ହେ ! ଜିତ ଦୁଷଣ ହେ !
ସମର ଶମିତ ଦଶକଣ୍ଠ, ଜୟ ଜୟ ଦେବ ହରେ।🙏

ଅଭିନଭ ଜଳଧର ସୁନ୍ଦର ହେ ! ଧୃତ ମନ୍ଦର ହେ !
ଶ୍ରୀମୁଖ ଚନ୍ଦ୍ର ଚକୋର, ଜୟ ଜୟ ଦେବ ହରେ।🙏

ତବ ଚରଣେ ପ୍ରଣତା ବୟମିତି ଭାବୟ ହେ ।
କୁରୁ କଶଳଂ ପ୍ରଣତେଷୁ, ଜୟ ଜୟ ଦେବ ହରେ।🙏

ଶ୍ରୀ ଜୟଦେବ କଦେରିଦଂ କୁରୁତେ ମୁଦମ୍।
ମଙ୍ଗଳ ମୁଜ୍ଜ୍ଵଳଗୀତଂ , ଜୟ ଜୟ ଦେବ ହରେ।୯🙏

ରାଧେକୃଷ୍ଣ ହରି ଗୋବିନ୍ଦ ଗୋପାଳ 
ହରି ବାସୁଦେବ ବାଳ ଜୟ ଜୟ ଦେବ ହରେ।୧୦🙏

ଇତି ଶ୍ରୀ ଜୟଦେବବିରଚିତମ୍ ମଙ୍ଗଳଗୀତମ୍
ସଂପୂର୍ଣ୍ଣମ୍ ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 
 #mangalgit #Janatajagaran

Comments

Popular Posts

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବାଲେଶ୍ବର ସୋର ତଳନଗର ଛକରେ ଏନ୍ଏଚ୍-୧୬ ଅବରୋଧ କରିଛି ସଂଗଠନ ! ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୬ ଦଫା ଦାବି ନେଇ ବନ୍ଦ ପାଳନ କରାଯାଉଥିବା ନେଇ ମିଳିଛି ସୂଚନା ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #OdishaBandh #12HourOdishaBandh #NityanandaGondResign #TextbookErrors