ବାଙ୍କୀ: ମଝି ରାସ୍ତାରେ ଜଳିଗଲା ପିଚୁ ବୋଝେଇ ହାଇୱା ! ବାଙ୍କୀ ଥାନା ବାଁଆରା ରାମଚଣ୍ଡି ଠାରେ ହୁତୁହୁତୁ ଜଳିଗଲା ହାଇୱା ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଡ୍ରାଇଭର ଏବଂ ହେଲ୍ପର ।
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#Banki #Odisha #TruckFire #hyvantuulentila
Comments
Post a Comment