ବାଂଲାଦେଶ ରେ ହିନ୍ଦୁ ଙ୍କୁ ନିର୍ମମ ହତ୍ୟା ପରେ ମହିଳା ଏବଂ ଯୁବତୀ ଙ୍କ ପ୍ରତି ନୃଶ୍ୟଂସ ଅତ୍ୟାଚାର !

ଢାକା : ବାଂଲାଦେଶ ରେ ଜଣେ ହିନ୍ଦୁ ଯୁବତୀ ଙ୍କୁ ଚେନ ରେ ବାନ୍ଧି ଜଣେ ଇମାମ ଏକ କଇଁଚି ଦ୍ୱାରା ତାଙ୍କର ମୁଣ୍ଡ ର ସବୁ ଚୁଟି କାଟି ଥିବା ର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ! ଉକ୍ତ ଯୁବତୀ ଙ୍କୁ ଦଣ୍ଡ ଏଇଥି ପାଇଁ ଦିଆଯାଉଛି ଯେ ଲଭ ଜିହାଦ ଶିକାର ହୋଇଥିବା ଏହି ହିନ୍ଦୁ ଯୁବତୀ ତିନି ତଲାକ ପାଇବା ପରେ ମଧ୍ୟ ଶାଶୂ ଘର ଛାଡି ଯିବାକୁ ରାଜି ନ ଥିଲେ ତେବେ ସ୍ୱାମୀ ଛାଡି ଦେବା ପରେ ମଧ୍ୟ ଶାଶୂ ଘରେ ରହିବାକୁ ହେଲେ ଘର ର ଯେ କୌଣସି ପୁରୁଷ ଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ପଡିବ ବୋଲି କୁହା ଯାଇଥିଲା ତେବେ ଏ ନେଇ ସେ ଥାନା ରେ ଲିଖିତ ଅଭିଯୋଗ କରି ଘର କୁ ଫେରିବା ପରେ ସମସ୍ତେ ମିଶି ତାଙ୍କୁ ଏକ ଖୁଣ୍ଟି ରେ ସର୍ବସାଧାରଣ ସ୍ଥାନ ରେ ବାନ୍ଧି ଦେଇ କଇଁଚି ଦ୍ୱାରା ତାଙ୍କ ର ସବୁ ଚୁଟି କୁ କଟା ଯାଇଥିଲା ! ଯୁବତୀ ଜଣ ଙ୍କ ଯେତେ କାକୁତି ବିନତି ହେଲେ ମଧ୍ୟ ତାଙ୍କୁ ଛଡ଼ା ଯାଇ ନ ଥିଲା ! 

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ

#Bangladesh #WomenSafety

Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike