ରୋମାଞ୍ଚକର ମୋଡ଼ ରେ ତାମିଲନାଡୁ ରାଜନୀତି ।

 ରୋମାଞ୍ଚକର ମୋଡ଼ ରେ ତାମିଲନାଡୁ ରାଜନୀତି ! ତାମିଳନାଡୁ ୨୦୨୬ ଏପ୍ରିଲ ୨୩ରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତିଦ୍ୱନ୍ଦୀ ଦଳ ମାନଙ୍କର ନେତାମାନେ ଅଭିଯାନର ଶେଷ ପର୍ଯ୍ୟାୟରେ ପୂର୍ଣ୍ଣ ଶକ୍ତି ସହ ମାଇଦାନରେ ଅଛନ୍ତି । AAP ନେତା ଅରବିନ୍ଦ କେଜ୍ରିୱାଲ ଏମ୍. କେ. ଷ୍ଟାଲିନଙ୍କ ସହ ରୋଡ୍‌ଶୋରେ ଯୋଗଦେବାରୁ ଆରମ୍ଭ କରି ରାହୁଲ ଗାନ୍ଧୀ, ଏଡାପାଡି କେ. ପଳାନିସ୍ୱାମୀ, ଅନ୍ବୁମଣି ରାମଦୋସ୍, କମଲ ହାସନ ଓ ବିଜୟ ମତଦାତା ମାନ ଙ୍କୁ ନିଜ ଆଡକୁ ନେବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।


ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 

ଜନତା ଜାଗରଣ 


#TamilnaduElection








Comments

Popular Posts

ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ଅନ୍ତର୍ଗତ ଅରଖକୁଦା ଏବଂ ସାନ ପାଟଣା ଗ୍ରାମ ରେ ପଶିଲା ଚିଲିକା ପାଣି ! ଉଚ୍ଚ ଜୁଆର ଏବଂ ପ୍ରବଳ ପବନ ହେତୁ ଅନେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଆଉ କେତେକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #Brahmagiri #Arakhakuda

ମାଲକାନଗିରି: ବାୟାପଡ଼ା ଓ ମାନବକୋଣ୍ଡା ଘାଟିରେ ଭୂସ୍ଖଳନ ଘଟି ରାସ୍ତା ଉପରେ ମାଟି ଓ ବଡ଼ ବଡ଼ ଗଛ ପଡି ଯାଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ#Malkangiri #Landslide #Bayapada #Manabkonda #OdishaRain

ଲୋୟର ପିଏମଜି ରେ କଂଗ୍ରେସ ର ବିକ୍ଷୋଭ ବେଳେ ପୋଲିସ ସହ ଠେଲା ପେଲା ! MMDR ବିଲ କୁ ବିରୋଧ ଏବଂ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି ରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣା ପଡିଛି ।ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ ଜନତା ଜାଗରଣ #LowerPMG #Congress #Strike