ଗଂଜେଇ ବେପାରୀ କୁ ବାନ୍ଧିଲା ପୁରୀ ପୋଲିସ।


 ଗଞ୍ଜେଇ ବେପାରୀଙ୍କୁ ବାନ୍ଧିଲା ପୁରୀ ପୋଲିସ, ଗିରଫ ଦୁଇ ଅଭିଯୁକ୍ତ ବ୍ରହ୍ମଗିରି ଅଞ୍ଚଳର ରବିନ୍ଦ୍ର କୁମାର ମହାପାତ୍ର ଏବଂ ସନ୍ତୋଷ କୁମାର ମିଶ୍ର ବୋଲି ଜଣା ପଡିଛି।ଅଭିଯୁକ୍ତଙ୍କ ଠାରୁ ପୋଲିସ ୧୭ ହଜାର ନଗଦ ଟଙ୍କା ସହିତ ୯ କିଲୋ ୫ ଶହ ଗ୍ରାମ ଗଞ୍ଜେଇ ଓ ଗୋଟିଏ ମୋବାଇଲ ଫୋନ୍ ଜବତ କରିଛି ।


ରିପୋର୍ଟ :- ପିଙ୍କୁନ ଜେନା 

ଜନତା ଜାଗରଣ

Comments