ମହାପ୍ରଭୁ ଙ୍କୁ କେବେ କିଛି ମାଗିବେନି ଆଜ୍ଞା ! ବଡ଼ ଦୟାଳୁ ସେ 🙏 ଥରେ ମାଗିଦେଇଥିଲି ଆମ ତିଗିରିଆ ଗଡ଼ ଗୁପ୍ତ ଶ୍ରୀକ୍ଷେତ୍ର ରେ ! ତା ପର ଠୁ ଆଉ ପଛ କୁ ଫେରି ଦେଖିବାକୁ ପଡି ନାହିଁ ! କିନ୍ତୁ ଅସୀମ ଧର୍ଯ୍ୟ ଆବଶ୍ୟକ ତାଙ୍କ କରୁଣା ବାରିଧି ପ୍ରାପ୍ତ କରିବା ପାଇଁ ! ବିଶ୍ୱାସ ସହିତ ଆବଶ୍ୟକ ଆବେଗ ଏବଂ ଅନ୍ତରଙ୍ଗ ଭଲ ପାଇବା ହିଁ ଆପଣ ଙ୍କୁ ମହାପ୍ରଭୁ ଙ୍କ ସହିତ ନିବିଡ଼ କରାଇ ପାରିବ ! ସାରା ଦୁନିଆ ରେ ସେ ଗୋଟିଏ ଜୀବନ୍ତ ଠାକୁର 🙏 ଆଉ ଲେଖିଲେ କହିବେ ବେଶୀ ଲେଖୁଛୁ ତେଣୁ ସେତିକି ଆଜି ଥାଉ 🙏
ମଣିମା ⭕‼️⭕ ଅନନ୍ତ କୋଟି ବ୍ରହ୍ମାଣ୍ତ ର ଠାକୁର ମଣିମା..
ଅନାଥ ଙ୍କ ଭର୍ତ୍ତୃହରି.. ମୋ ନାଥ ଜଗନ୍ନାଥ ମଣିମା 🙏😭😭😭......ପ୍ରସନ୍ନମଣି ଙ୍କ ର ଜୟ ହେଉ
ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ
ଜନତା ଜାଗରଣ
#lordjagannath

Comments
Post a Comment