ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ପ୍ରସିଦ୍ଧ ମାଲୁଦ ପଞ୍ଚୁଦୋଳ ଯାତ୍ରା ପାଇଁ ଅନେକ ଅନେକ ଶୁଭକାମନା ! ଏହା ଏକ ପ୍ରାଚୀନ ଏବଂ ଲୋକପ୍ରିୟ ପରମ୍ପରା। ଆଗାମୀ ୪ ଦିନ ଯାଏଁ ହେବାକୁ ଥିବା ଏହି ଉତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମେଳାର ଭରପୂର ଆନନ୍ଦ ନିଅନ୍ତି ବିଭିନ୍ନ ଜିଲାରୁ ଆସିଥିବା ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁ । ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନରେ ମାଲୁଦ ପଡ଼ିଆ ଏବେ ଉତ୍ସବମୁଖର । ପର୍ଯ୍ୟଟକ ମାନେ ସ୍ଥାନୀୟ ବାସିନ୍ଦା ଙ୍କ ସହିତ ଏହି ଗୌରବମୟ ପରମ୍ପରାରେ ସାମିଲ ହୋଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରନ୍ତି ।
ରିପୋର୍ଟ :- ପିଙ୍କୁନ ଜେନା
ଜନତା ଜାଗରଣ
#Krushnaprasad #Malud








Comments
Post a Comment