Again Stampede During Dolapurnima at Puri Srimandir.

ପୁଣି ପୁରୀ ରେ ଦଳା ଚକଟା ! ବାରମ୍ବାର ବିଶୃଙ୍ଖଳା ପରେ ମଧ୍ୟ ଚେତି ପାରି ନାହାନ୍ତି ପୁରୀ ଜିଲ୍ଲା ଏବଂ ମନ୍ଦିର ପ୍ରଶାସନ!
ଦୋଳ ପୁର୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିର ନିକଟସ୍ଥ ଦୋଳ ବେଦୀ ନିକଟ ରେ ଦଳା ଚକଟା ହୋଇଥିଲା ! ଏଥିରେ ଲୋକ ଙ୍କ ଉପରେ ଲୋକ ଚଢି ଯାଇଥିବା ବେଳେ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ ! ତେବେ ପ୍ରଶାସନ ର ଅବହେଳା ପାଇଁ ଏପରି ଘଟିଥିବା କୁହାଯାଉଛି ।

ରିପୋର୍ଟ :- ଶାଶ୍ୱତ ପଟ୍ଟନାୟକ 
ଜନତା ଜାଗରଣ 

#Puri #Stampede #2026

Comments